ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ରର କବଜା ଘଟଣା: ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ନଦେବାକୁ ବୁଝାଇଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାଡ ବ୍ଲକର ସୀମାନ୍ତ ଗ୍ରାମ ଜୁମଡାଙ୍ଗକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେଇସାରିଥିବା ବେଳେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଚିତ୍ରକୋଣ୍ଡା ସଡିପିଓ ଏବଂ ପଞ୍ଚାୟତ ଜିଆରଏସ ସମେତ ଏକ ଟିମ ଜୁମଡାଙ୍ଗ ଗ୍ରାମରେ ପହଞ୍ଚି ସ୍ଥିତି ପରୀକ୍ଷା କରିଥିଲେ। ଖବର କାଗଜରେ ଯାହା ବାହାରିଥିଲା ସେସବୁ ଗ୍ରାମରେ ପହଞ୍ଚି ଟିମ ତଦାରଖ ସମୟରେ ପାଇଥିଲା। … Continue reading ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ରର କବଜା ଘଟଣା: ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ନଦେବାକୁ ବୁଝାଇଲା ପ୍ରଶାସନ